ଭୁବନେଶ୍ୱର ସ୍ଥିତ ଏଜି ରିକ୍ରେସନ ପଡିଆରେ ଆୟୋଜିତ ହୋଇଯାଇଛି ଦ୍ଵିତୀୟ ମିଡ଼ଲାଣ୍ଡ କପ । ଏଥିରେ ସାରା ଓଡିଶାର ବିଭିନ୍ନ କୋଣରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଏହି ଦ୍ଵିତୀୟ ମିଡ଼ଲାଣ୍ଡ କପରେ 32 ଟି ଡବଲ ପୁରୁଷ ଦଳ ଏବଂ 16 ଟି ମିକ୍ସ ଡବଲ ଟିମ ଭଗନେଇଥିଲେ
#ArgusNews #Bhubaneswar #RicreationField #MidlandCup #Odisha