ରାୟଗଡ଼ା ଜିଲ୍ଲାରେ ସରୁନି ଦାଦନ ଦୁଃଖ । ଖଟିବାକୁ ଯାଇ ମୃତ୍ୟୁ ମୁଁହରେ ପଡୁଛନ୍ତି ନିରୀହ ଗରିବ । ଘରର ଭରଣପୋଷଣ ଓ ଦାରିଦ୍ର୍ୟତାକୁ ଦୂର କରିବାକୁ ଯାଇ ଜୀବନ ହରେଇ ବସୁଛନ୍ତି । କାଶୀପୁର ବ୍ଲକ ମୁନୁଷଗାଁ ପଞ୍ଚାୟତ ପାଇକସୁପେଲ ଗାଁରେ ଦୁଃଖଦ ଘଟଣା।
#rayagada #migrants #labourer #deceased #employment #poorpeople #ArgusNews