#ଫଳକ_ଲଗାଇ_ଲୁଟିନେଲେ_ଲକ୍ଷ_ଲକ୍ଷ_ଟଙ୍କା l
ଗୋଟିଏ ବର୍ଷରେ ଗୋଟିଏ ଫଳକରେ ଦୁଇ ଦୁଇଥର ପୋଖରୀ ଖନନ ଓ ପଙ୍କ ଉଦ୍ଧାର l ଏଭଳି ଦୁର୍ନୀତି ସାମ୍ନାକୁ ଆସିଛି କୋରେଇ ବ୍ଲକ ରଣପୁର ପଞ୍ଚାୟତ ମହୁଲିଆ ଗାଁରୁ l ଏ ସମ୍ପର୍କରେ କୋରେଇ ବିଡ଼ିଓ କହିଛନ୍ତି ତଦନ୍ତ ଚାଲିଛି ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ l
#Odisha #ArgusNews #Jajpur #kori #pond #scam