#ଡଙ୍କାରୀରେ_ଜିତୁ_ଭୋଳ_ନୂଆଗାଁରେ_ଟୁଟୁ
#ବିଜେଡି_ନେତାଙ୍କ_ଛତ୍ରଛାୟାରେ_ଖଣି_ମାଫିଆ
ଖଣି ମାଫିଆଙ୍କ କବଜାରେ ଭୋଳ ନୂଆ ଗାଁ। ବିଜେଡି ନେତାଙ୍କ ଛତ୍ରଛାୟା ତଳେ ମାତିଛନ୍ତି ମାଫିଆ। ବିନା ଅନୁମତିରେ ଲୁଟ୍ ହେଉଛି ଶହ ଶହ କୋଟିର ଖଣିଜ ସଂପଦ। ସବୁ ଜାଣି ବି ଚୁପ୍ ପୋଲିସ-ପ୍ରଶାସନ ଓ ରାଜସ୍ବ ବିଭାଗ
#Jajpur #Dharmasala #BJD #miningScam #Odisha #ArgusNews