#ସମ୍ପତ୍ତି_ତାଲିକା_ଦେଉନାହାନ୍ତି_ମନ୍ତ୍ରୀ_ଓ_ଅଧିକାରୀ
#କେହି_ପାଳନ_କଲେନି_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ
୨୦୨୦ ଡିସେମ୍ବର ୨୮ରେ ନିଆଯାଇଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି । ଯେଉଁଥିରେ କୁହାଯାଇଥିଲା ଯେ, ସରପଞ୍ଚଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଓ ପିଅନଠୁ ଆରମ୍ଭ କରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ । ମାତ୍ର ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ହିଁ ଏହି ନିଷ୍ପତ୍ତିକୁ ମାନି ନାହାନ୍ତି ।
#NaveenPatnaik #PropertyList #MinisterPropertyList #Odisha #ArgusNews