#ରାଜସ୍ୱ_ବିଭାଗ_କର୍ମଚାରୀଙ୍କ_ଉପରେ_ମାଫିଆ_କରୁଛନ୍ତି_ଆକ୍ରମଣ
#ଖଣି_ମାଫିଆ_ମାନେ_ଆରଆଇଙ୍କୁ_କରୁଛନ୍ତି_ଠେଲାପେଲା
ରାଜ୍ୟରେ ବେଧଡକ ଭାବେ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ । ହେଲେ ରାଜସ୍ୱ ଓ ଗୃହ ବିଭାଗ ମଧ୍ୟରେ ରହୁନି ତାଳମେଳ । ଯାହାଫଳରେ ଗ୍ରାଉଣ୍ଡରେ କାମ କରୁଥିବା ରାଜସ୍ୱ ବିଭାଗର କର୍ମଚାରୀଙ୍କୁ କେଉଁଠି ଆକ୍ରମଣ ହେଲାଣୀ ତ ଆଉ କେଉଁଠି ଠେଲାପେଲା
#Khordha #MiningScam #RI #Attack #GovtOfficers #Odisha #ArgusNews