#ଦୁର୍ଗମରେ_ଦୁର୍ଦ୍ଦଶା
ଛାଡିଯାଇଛି ବର୍ଷା ହେଲେ ଚାଷୀଙ୍କୁ ଦେଇଯାଇଛି ଦୁଃଖ । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାୟଗଡା ଗୁଣୁପୁର ବ୍ଳକ ଅନେକ ଅଞ୍ଚଳରେ ପ୍ରାୟ ୩୦୦ ଏକର ଚାଷଜମି ମାଟି ଅତଡା ଧସି ଏବେ ନଷ୍ଟ ହୋଇଯାଇଛି
#Raygada #Gunupur #farmers #rain #Odisha #ArgusNews