#କଟକ_ମାରିଟାଇମ_ମିୟୁଜିୟମରେ_ଭୁଲ_ଭୁଲେୟା_ଅନୁଭୁତି
ଯାହାକୁ ଦେଖିବା ପାଇଁ ଲାଗୁଚି ଭିଡ଼ । ମେରେଟାଇମ ମ୍ୟୁଜିୟମରେ ପ୍ରଥମ ଥର ପାଇଁ ଖୋଲିଛି ଏହି ମଜାଦାର ଦର୍ପଣ ପ୍ରହେଳିକା । ଯାହା ଦର୍ଶକ ମାନଙ୍କ ମନକୁ କରୁଛି ବେଶ ଆନନ୍ଦିତ । ଥରେ ଏହି ଭୁଲ ଭୁଲେୟା ମଧ୍ୟରେ ପାଦ ଥାପିଲେ ଲୋକେ ହୋଇଯାଉଛନ୍ତି ବାଟ ବଣା । ଏହା ସାଙ୍ଗକୁ ସାମୁଦ୍ରିକ ଜୀବ ମାନଙ୍କ ଆକ୍ରମଣ ଯାହା ଦର୍ଶକ ମାନଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ ।
#Cuttack #MirroMuseum #Odisha #ArgusNews