#ନିଖୋଜ_ମୂକ_ବଧିର_ନାତିକୁ_ଖୋଜୁଛି_ଅଜା
ସପ୍ତାହ ବିତିଲାଣି କିନ୍ତୁ ମିଳିନାହିଁ ମୂକ ବଧିର ମହେଶ୍ୱର । କୁଆଡେ଼ ଗଲା ମହେଶ୍ଵର । ମହେଶ୍ୱର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଦକ୍ଷିଣ ବାଡ଼ ପଞ୍ଚାୟତ ଉତ୍ତର ବାଡ଼ ଗ୍ରାମର ଜଗନ ଜେନାଙ୍କ ପୁଅ ମହେଶ୍ୱର ଜେନା ବୟସ ମାତ୍ର ୧୩ ବର୍ଷ ।
#ArgusNews #MissingChild #bhadrak #Bhandaripokhari #grandfather #Maheswara #Odisha