Ironmonk sporting solution ପକ୍ଷରୁ ଆୟୋଜିତ ହୋଇଛି ମିଶନ 5k।ଯେଉଁଥିରେ ଭୁବନେଶ୍ଵର ସବୁ ବର୍ଗର ଲୋକ ଯୋଗ ଦେବା ସହ ୫ କିଲୋମିଟର ଦୌଡ଼ିଥିଲେ।ଉତ୍କଳ ହସ୍ପିଟାଲ ପାଖରୁ ଆରମ୍ଭ ହୋଇଥିବା ଏହି ମାରାଥନ ଦୌଡ଼ିଥିଲେ ଏକ ହଜାରରୁ ଅଧିକ ବ୍ୟକ୍ତି।
#ArgusNews #IronMonk #Mission5K #Bhubaneswar #Odisha