#ବିଜେପିର_ମିଶନ_ଓଡ଼ିଶା
ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ । ବାଲେଶ୍ବରରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା । ଯାଜପୁର ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । 24 ପାଇଁ ଫୋକସରେ ଓଡ଼ିଶା ।
#ArgusNews #BJP #MissionOdisha #Balasore #Jajpur #2024Election #visit #CentralGovt #Odisha