ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ଫୁଲମୁଠୀ ଗ୍ରାମରେ ପାଳିତ ହେଉଥିବା ଗୋକୁଲାଷ୍ଟମିରେ ବୀରମହାରାପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅଟିଥି ଭାବରେ ଯୋଗଦେଇ ଥିଲେ। କଂସ ଦରବାର ରେ କଂସ ମହାରାଜ ଙ୍କ ନିର୍ଦ୍ଦେଶ ଅନୁସାରେ ଭଜନ ଗାଇଥିଲେ।
#ArgusNews #Subarnapur #Binika #KansaMaharaja #SingingSong #MLA #Odisha