#ପୁଣି_ମୋ_ବସ୍ରୁ_ଚୋରୀ
ପୁଣି ମୋ ବସ୍ରେ ଦମ୍ପନ୍ତିଙ୍କ ଠାରୁ ଚୋର ନେଇଗଲା ୪୨ ହଜାର ଟଙ୍କା । ବନ୍ଧକ ସୁନା ମୁକୁଳେଇବା ପାଇଁ ଟଙ୍କା ନେଇ ଯାଉଥିଲେ ।
ବାଣୀବିହାର ରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ହୋଇଛି ଚୋରୀ । ନୟାପଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
#ArgusNews #MoBus #Theft #moneytheft #Odisha