#କୋମାରେ_ମୋ_ସାଇକେଲ
#ଅସ୍ଥିତ୍ଵ_ପାଇଁ_ମୋ_ସାଇକେଲର_ଚିତ୍କାର
ନୂଆକୁ ଆଦର, ପୁରୁଣାକୁ ହତାଦର। ରାଜଧାନୀ ହକି ବିଶ୍ଵକପ୍ ପାଇଁ ନବ ବଧୂର ରୂପ ନେଇଥିବା ବେଳେ ୨୦୧୮ ହକି ବିଶ୍ଵକପ୍ ସମୟରେ କରାଯାଇଥିବା "ମୋ ସାଇକେଲ "ଯୋଜନା ଏବେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି।
#ArgusNews #MOCycle #Hockey #OdishaGovt #Bhubaneswar #Odisha