#ମୋବାଇଲ_ଟାୱାର_ଉପରେ_ଯୁବକ
ଯୋଡ଼ାରେ ହନୁମାନ ହଟିଂ ମୋବାଇଲ ଟାୱାର ଉପରେ ଯୁବକ। ଗତ ରାତିରୁ ୧୦୦ ଫୁଟ ଉଚ୍ଚ ଟାୱାର ଉପରେ ଯୁବକ ଚଢ଼ିଥିବା ସୂଚନା। ତଳକୁ ଆଣିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ବିଫଳ। ଘଟଣା ସ୍ଥଳରେ ରହିଛନ୍ତି ଯୋଡ଼ା ପୋଲିସ....।
#ArgusNews #MobileTower #YoungMan #rescue #firebrigade #Keonjhar #Odisha