#ସଫା_ହେଲାନି_ନାଳ_ଏବେ_ନାଳରେ_ବିଧାୟକ
ପ୍ରତିବାଦ କଲେ, ଜବାବ ବି ମାଗିଲେ । କଟକ ପେଟାନାଳର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ଦାବି। ବିଧାୟକ ମହମ୍ମଦ ମୋକିମଙ୍କ ନିଆରା ପ୍ରତିବାଦ।
#MohammedMoquim #Resignation #Petanaladrain #protest #Congresslegislator #Cuttack #Odisha #ArgusNews