ବିଧାୟକ ଦଳ ବୈଠକରେ ବିଧାନସଭା ରଣନୀତି ନେଇ ଆଲୋଚନା ହୋଇଛି । ଯେଉଁଥିରେ ପଶ୍ଚିମ ଓଡିଶାର ଚାଷୀଙ୍କ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି କାରଣରୁ ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ, ମଣ୍ଡି ଅବ୍ୟବସ୍ଥା, କଟଣି ଓ ଛଟଣି ଭଳି ପ୍ରସଙ୍ଗକୁ ବିଜେପି ମୁଖ୍ୟ ମୁଦ୍ଦା କରିବ : ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
#ArgusNews #BJP #PressMeet #Mohanmajhi #Odisha