#ରାଜ୍ୟ_କଂଗ୍ରେସରେ_ମୋକିମ_ଝଡ
#ଦ୍ରୌପଦୀଙ୍କୁ_ମୋକିମଙ୍କ_ଭୋଟକୁ_ନେଇ_ଦଳ_ଭିତରେ_ହଟଚମଟ
ଶରତ ପଟ୍ଟନାୟକ ପିସିସି ମଙ୍ଗ ଧରିବା ପରେ ଆଶା ଥିଲା ଓଡିଶାରେ ଅଣ୍ଟା ସଳଖିବ କଂଗ୍ରେସ । କିନ୍ତୁ ତାହା ହେଲାନି । ବଂର ଦଳ ଭିତରେ ସୃଷ୍ଟି ହୋଇଛି ଆହୁରି ଗୋଳିଆ ସ୍ଥିତି... ବିଧାୟକ ଦଳ ସଂପାଦକ ପଦରୁ ମହମ୍ମଦ ମୋକିମ ଇସ୍ତଫା ଦେବାପରେ ଏବେ ପୁଣି ଦେଇଛନ୍ତି ଆଉ ଏକ ଝଟକା
#Congress #MohamadMokim #PCC #Odisha #ArgusNews