ଟଙ୍କା ଦିଅ ଘର ନିଅ । ଆବାସ ଓ ବସ୍ତି ଉନ୍ନୟନ ଯୋଜନାର ଘର ର ବିକି ଦେଲେ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମହାନଗର ନିଗମ ର 53 ନମ୍ବର ୱାର୍ଡ ର ଅନ୍ଦରପୁର ଅଞ୍ଚଳରୁ । ଏହି ଘଟଣା ପଦାକୁ ଆସିବା ପରେ ଆଜି ଜବରଦଖଲକାରୀ ଙ୍କୁ ଘରୁ ବାହାର କରି ଉକ୍ତ ଘର କୁ ସିଲ କରିଛି ମହାନଗର ପ୍ରଶାସନ।
#house #money #BJD #BJDcorporator #houseSeal #slumhouse #cuttack #Corporation #anandapur #Odisha #ArgusNews