#ନିରିହ_ଆଦିବାସୀଙ୍କ_ଅନୁକମ୍ପା_ରାଶି_ଲୁଟ
କୋରାପୁଟ୍ ଜିଲ୍ଲା ବୈପାରିଗୁଡ଼ା ବ୍ଳକ ମାଳିପଦର ଗୁମ୍ଫାରେ ହରିଲୁଟ୍ । ମାଟି ଅତଡା ଖସି ଦୁଇ ଜଣଙ୍କ ମୃତ୍ୟୁ ପରେ ଉଭୟ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ମିଳିଥିଲା । ହେଲେ ଶାସକ ଦଳର ଦୁଇ ନେତା ସେମାନଙ୍କ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି ।
#ArgusNews #moneyloot #tribalpeople #family #Koraput #Odisha #policestation