#ମାଙ୍କଡ଼ର_ଶୋକ
ପାଞ୍ଚ ଘଣ୍ଟା ଶବ କୁ ଜଗି ରହିଲା ଆଉ ଶବ କୁ ଛାଡ଼ିଲା ନାହିଁ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ନୁଆଗାଁ ଗ୍ରାମରେ। ଏହି ଗ୍ରାମର ମଞ୍ଜୁ ଦାସଙ୍କ ଛାତିରେ ଗତକାଲି ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୁଜଙ୍ଗ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ ଏହାପରେ ତାଙ୍କର ଅନ୍ତେଷ୍ଟିକ୍ରିୟା ପାଇଁ ଯୋଜନା ଚାଲିଥିବା ବେଳେ ହଠାତ୍ ଏକ ବୁଲା ମାଙ୍କଡ଼ ଲୋକଙ୍କ ଗହଳିରେ ପଶି ଶବକୁ ଜଗି ବସିଥିଲା....।
#ArgusNews #Jagatsinghpur #Monkey #amazingevent #Odisha