ମାଙ୍କଡକୁ ORS ପାଣି ପିଆଇଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା କଟକ ସହରର ରଜାବଗିଚା ସ୍ଥିତ କୁଶୁନ ପୁର ଅଞ୍ଚଳରେ । ଯାହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଖରା ଦିନରେ କେବଳ ମଣିଷ ନୁହେଁ ବରଂ ପଶୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।
#ArgusNews #Cuttack #Monkey #ORSWater #Odisha