#ମାଙ୍କଡ_ପିଉଛି_ORSପାଣି
କିଛି କାହାର କ୍ଷତି କରୁନି। ଚୁପଚାପ ବସି ORS ପାଣି ପିଇବାରେ ଲାଗିଛି । ତାକୁ ଯେତେ ଲୋକ ଘେରି ଦେଖୁଥିଲେ ମଧ୍ୟ ତାଙ୍କ ପ୍ରତି ତାର ଜମା ଦୃଷ୍ଟି ନାହିଁ। ଖରାଦିନର ଦାଉରୁ ରକ୍ଷା ପାଇବାକୁ ମଣିଷ ଯେମିତି ଛଟପଟ ହୁଏ, ସେମିତି ପଶୁପକ୍ଷୀ ମଧ୍ୟ ହୁଅନ୍ତି ।
#ArgusNews #Cuttack #Monkey #ORSWater #Odisha