#ଅବ୍ୟବସ୍ଥାରେ_ଚାଲିଛି_ବ୍ଲକ_କାର୍ଯ୍ୟଳୟ
#ଚୌକି_ପଡିଛି_ଫାଙ୍କା_ଅଧିକାରୀଙ୍କ_ନାହିଁ_ଦେଖା
ଘଣ୍ଟା ଘଣ୍ଟା ଧରି ଜନସାଧାରଣ ଅପେକ୍ଷା କରୁଛନ୍ତି କିନ୍ତୁ କର୍ମଚାରୀ କିମ୍ବା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦେଖା ନାହିଁ । ସମୟ ୧୦.୫୦ , ହେଲେ ଚୌକି ପଡିଛି ଫାଙ୍କା । କର୍ମଚାରୀ କିମ୍ବା ଅଧିକାରୀ କାର୍ଯ୍ୟଳୟକୁ ଆସିନାହାନ୍ତି ।
#BlockOffice #5tworks #neglet #Rasgovindpur #Mayurbhanj #Odisha #ArgusNews