#ବଦଳିଲା_ରାଷ୍ଟ୍ରପତି_ଭବନରେ_ଥିବା_ମୋଗଲ_ଗାର୍ଡେନର_ନାଁ
ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନକୁ ମିଳିଲା ନୂଆ ପରିଚୟ । ଏବେ ଅମୃତ ଉଦ୍ୟାନ ନାମରେ ପରିଚିତ ହେବ ମୋଗଲ ଗାର୍ଡେନ । ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ସବୁରି ମହଲରେ ସ୍ବାଗତ କରାଯାଇଛି ।
#ArgusNews #mughalgarden #RashtrapatiBhavan #Amritgarden #AzadiKaAmritMahotsav #National