#ଆସନ୍ତାକାଲି_ପୌର_ଭୋଟ
ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ । ଶାନ୍ତି ସୃଙ୍ଖଳାସହ ମତଦାନ ସାବ୍ୟସ୍ତ ପାଇଁ ସମ୍ବେଦନଶୀଳ ବୁଥ ଏବଂ ବସ୍ତି ଗୁଡିକ ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ । ସେପଟେ ଭୋଟ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତା କର୍ମୀଙ୍କ ଟଙ୍କା ବଣ୍ଟା ଅଭିଯୋଗ ଆସିଛି ।
#municipality #Election2022 #booth #Priparation #Odisha #ArgusNews