ଦୀର୍ଘ ବର୍ଷର ବ୍ୟବଧାନ ପୌର ନିର୍ବାଚନ ହେବାକୁ ଯାଉଛି। ପୌର ନିର୍ବାଚନକୁ ନେଇ ଏବେ ଚଳଚଞ୍ଚଳ ସହରାଞ୍ଚଳ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନେତାମାନେ କିଏ କାଉନସିଲର ପାଇଁ ତ କିଏ ପୌରାଧ୍ୟକ୍ଷ ପାଇଁ ଏବେ ପ୍ରଚାରରେ ଲାଗି ପଡିଛନ୍ତି ।
#municpaltyElection #Election2022 #Politicalparty #Councilor #campaign #Cuttack #Odisha #ArgusNews