ଟେଣ୍ଟ କପଡ଼ା ଚିରିବା ଘଟଣାକୁ ନେଇ ମୁହାଁମୁହିଁ ହେଲେ ଟେଣ୍ଟ ମାଲିକ ଓ ଡିଜେ ମାଲିକ। ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀଙ୍କ ଆକ୍ରମଣରେ ଆଖି ବୁଜିଲେ ଟେଣ୍ଟ ମାଲିକ । ଏଭଳି ଅଭାବନୀୟ ଘଟଣା ପୁରୀ ଗୋପ ଥାନା ବାଲିକନ୍ଦଳ ଗାଁରେ ଗତ ରାତିରେ ଘଟିଛି । ମୃତକ ହେଲେ ଏରବଙ୍ଗ ଗ୍ରାମର ଲିପନ ପ୍ରଧାନ । ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।
#Puri #GOP #tenthouseowner #djowner #fight #roadblocks #Odisha #ArgusNews