ନିଜ ବାରିରେ ଥିବା ବିରାଟ ଶିମିଳି ଗଛକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି ଖୋର୍ଦ୍ଧା ଟାଙ୍ଗି ବ୍ଲକ ଖଜୁରିପଡା ଗ୍ରାମର ଜଣେ ମୁସଲମାନ ଭକ୍ତ। ପ୍ରଭୁ ଜଗନ୍ନାଥଙ୍କ ପାଇଁ ଆମେ ସବୁ ଦାନ କରିଦେବୁ ବୋଲି କହିଛନ୍ତି ମୁସଲମାନ ଭକ୍ତ ଜଣଙ୍କ । ଏହି ବୃକ୍ଷଦାନ ଖଜୁରିପଡା ଗ୍ରାମର ସମସ୍ତ ମୁସଲମାନଙ୍କୁ କରିଛି ଗର୍ବିତ ।
#devotee #Muslimdevotee #Khordha #Jagannath #tree #donate #ArgusNews