ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା ଘଟଣା। ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।ଭାଇରାଲ ଇସିଜି ରିପୋର୍ଟକୁ ନେଇ ସରକାରଙ୍କୁ ଟାର୍ଗେଟ୍ । ରିପୋର୍ଟକୁ ନେଇ କାହିଁକି ଚୁପ ରାଜ୍ୟ ସରକାର ?
#ArgusNews #NabaDas #ASIGopalDas #allegations #NabaDasDeathCase #CrimeBranch #CongressPressmeet #Odisha