ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ନବ ଦାସଙ୍କୁ ପୋଲିସ ହତ୍ୟା କଲା। ତଦନ୍ତକୁ ନେଇ ନବ ଦାସଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । ଯେଉଁମାନେ ଗୋପାଳକୁ ପାଗଳ କହୁଛନ୍ତି, ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରାଯାଉ ।
#ArgusNews #NabaDasDeathCase #Police #Investigation #GopalaDas #Odisha