#ରାଜ୍ୟବାସୀ_ସୁରକ୍ଷିତ_ତ?
#ସୁରକ୍ଷା_ଦେଉଥିବା_ଲୋକ_ଏଠି_ପ୍ରାଣ_ନେଉଛି?
#ଯଦି_ମନ୍ତ୍ରୀଙ୍କୁ_ଆକ୍ରମଣ_ହେଉଛି_ତେବେ_ରାଜ୍ୟବାସୀଙ୍କ_କଥା_ବୁଝିବ_କିଏ?
#ଏଘଟଣା_ନୂଆ_ନୁହେଁ_ହେଲେ_ପୁରୁଣ_ଘଟଣାର_ପୁନରାବୃତ୍ତି
ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧି ଛକ ଫାୟାରିଂ ରେ ଚାଲିଗଲା ନବଙ୍କ ଜୀବନ ।
#NabaDas #HealthMinister #RIP #safety #odisha #ArgusNews