#ନବ_ମଲେ_ମୁଁ_ଚିକେନ_ମଟନ_ଖାଇଲି !
ନବ ଦାସ ମୋ ଭାଇ ବିଧାନ ବହିଦାରକୁ ୨୦୦୫ ମସିହାରେ ହତ୍ୟା କରିଥିଲେ। ଏଏସଆଇ ଗୋପାଳ ଦାସ ଶ୍ରୀକୃଷ୍ଣଙ୍କ ଅବତାର ନେଇ ଆସି ନବ ଦାସକୁ ବଦ୍ଧ କଲେ। ଏଥିପାଇଁ ମୁଁ ବହୁତ ଖୁସି ବୋଲି କହିଲେ କଟକର ମିନତି ପଟ୍ଟନାୟକ....।
#ArgusNews #NabaDas #NabaDasDeathCase #ASIGopalDas #MinatiPatnaik #Cuttack #Odisha