#ASI_ଗୋପାଳ_ଦାସକୁ_ଗିରଫ_କଲା_କ୍ରାଇମବ୍ରାଞ୍ଚ
ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡରେ ସାମିଲ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ରାତି ଜେଏମ୍ଏଫସି ଆବାସିକ କୋର୍ଟରେ ଗୋପାଳ କୃଷ୍ଣ ଦାସକୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏବଂ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା...।
#ArgusNews #NabaDas #Gunshot #ASIGopalDas #CrimeBranch #Arrest #Odisha #ArgusNews