#ଆଉ_ନାହାନ୍ତି_ସ୍ବାସ୍ଥ୍ୟମନ୍ତ୍ରୀ_ନବ_ଦାସ
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁଃଖଦ ମୃତ୍ୟୁ। ଭୁବନେଶ୍ବର ଆପୋଲୋ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଛି। ନଜର ପକାନ୍ତୁ ରବିବାରର ପୁରା ଘଟଣାକ୍ରମ ଉପରେ...।
#ArgusNews #NabaDas #RIP #HealthMinister #Gunshot #ASIGopalDas #ApolloHospital #odisha