ଗୁଳି ମାରିଦେଲେ ମୋତେ, ଗୁଳି ମାରିଦେଲେ ମୋତେ
ଗୁଳିମାଡ଼ କଲେ ପୋଲିସ ଏଏସଆଇ ଗୋପାଳ ଦାସ
ସ୍ବାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗରରେ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କଲେ ASI ଗୋପାଳ ଦାସ । ଫାୟାରିଂର ଲାଇଭ୍ ଭିଜୁଆଲ କଏଦ ହୋଇଛି କ୍ୟାମେରାରେ । ଘଟଣାରେ ଉତ୍ତରାଞ୍ଚଳ ଆଇଜି କହିଲେ, ମନ୍ତ୍ରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ ।
#ArgusNews #NabaDas #Gunshot #ASIGopalDas #policenegligence #Odisha