କାଦୁଅ ପଚପଚ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ରାବଣଗୁଡା ଗ୍ରାମର ମହିଳାମାନେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ଅଭିନୟ ଉପାୟରେ ପ୍ରତିବାଦ କରିଛନ୍ତି
#Nabarangapur #Papadahandi #RoadProblem #Protest #ArgusNews