ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକଠାରେ ୭୬ ତମ ସ୍ଵାଧିନତା ପାଳନ କରାଯାଇଛି । ବିଭିନ୍ନ ସରକାରୀ ଅନୁଷ୍ଠାନ , ବେସରକାରୀ ଅନୁଷ୍ଠାନ ଠାରେ ମହାଆଡମ୍ବର ସହ ପାଳନ କରାଯାଇଛି । ତେବେ ଝରିଗାଁ ବ୍ଲକ ସ୍ଥିତ ଆଦର୍ଶ ବିଦ୍ୟାଳୟ ଝରିଗାଁ ଠାରେ ମଧ୍ୟ ଏହି ସ୍ୱାଧୀନତା ଉତ୍ସାହ ସହିତ ପାଳନ ହୋଇଛି
#Nabarangapur #Jharigaon #IndependenceDay #Celebration #ArgusNews