ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଭେଣ୍ଡିଆ ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦିଶ ଗଉଡ଼ଙ୍କୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ବିଦ୍ୟାଳୟରେ ଗତ 8 ତାରିଖ ଦିନ ଝାଡୁ କରିବାକୁ କହି, ତାଙ୍କର ଭିଡିଓ ଓ ଫୋଟ ଉତ୍ତୋଳନ କରି ଭାଇରଲ କରିଥିବା ଘଟଣା କୁ ନେଇଁ ତାତିଛନ୍ତି ଶିକ୍ଷକସଂଘ l
#Nabarangpur #Teachers #videoviral #Odisha #ArgusNews