#ଗରିବଙ୍କୁ_ଆବାସ_ଧୋକ୍କା
#ଥିଲା_ବାଲାକୁ_ହଁ_ନଥିଲା_ବାଲାକୁ_ନାହିଁ
ପୁଣି ସାମ୍ନାକୁ ଆସିଲା ଆବାସ ଦୁର୍ନୀତିର ଦୃଶ୍ୟ। ନବରଙ୍ଗପୁର ଝରିଗାଁରେ ଆବାସ ଯୋଜନାରେ ନାଁ ଅଛି କିନ୍ତୁ ମିଳିନ ଘର। ସେପଟେ ଏମିତି ଅନେକ ହିତାଧିକାରୀ କହିଛନ୍ତି ଯେଉଁମାନଙ୍କୁ ଘର ମିଳିଛି ସତ ତା ପୁଣି ଅଧାପନ୍ତରିଆ ଅବସ୍ଥାରେ
#Nabarangpur #AbasYojana #Odisha #ArgusNews