ଗତ କିଛି ମାସ ପୂର୍ବେ ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲା ନବରଙ୍ଗପୁର ଜିଲ୍ଲା
ଏମିତିକି ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁଁ 5000 ରୁ ଉର୍ଦ୍ଧ୍ଵ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଥିଲେ 15 ଖଣ୍ଡ ଗ୍ରାମବାସୀ । ପ୍ରତିବର୍ଷ ଏହି ଅଞ୍ଚଳବାସୀ ଙ୍କ ଏକ ମାତ୍ର ଚିନ୍ତା ହେଉଛି ବନ୍ୟା । ହେଲେ ଏହାର ସ୍ଥାୟୀ ସମସ୍ୟାର ସମାଧାନ ନକରି କେବଳ ଚୂଡ଼ା ଗୁଡ଼ ବାଣ୍ଟି ପ୍ରଶାସନ ମୁହଁ ଫେରାଇ ନେଉଛି ।
#Nabarangapur #Flood #relief #Odisha #ArgusNews