ଜୀବନକୁ ମନଭରି ଉପଭୋଗ କରୁଥିଲେ ତନୁଜା । ବିନ୍ଦାସ୍ ବଞ୍ଚୁଥିଲେ। ଅନ୍ୟକୁ ଜୀବନ ବଞ୍ଚିବାର କଳା ଶିଖାଉଥିଲେ । ହେଲେ ହଠାତ୍ ଏମିତି କଣ ହେଲା ଜୀବନ ହାରିଦେଲେ। ସବୁଠୁ କଷ୍ଟ ଦେଉଛି ତାଙ୍କର ସେଇ କେତେଧାଡି ଶେଷ ଲେଖା,ମୋ ମୃତ୍ୟୁକୁ ନେଇ କିଛି ଖୋଲତାଡ କରିବେନି।’
#Nabarangpur #tanuja #PETTeacher #Odisha #ArgusNews