#ବନ_ସୁରକ୍ଷା_ସମିତିର_ବୀଭତ୍ସ_କାଣ୍ଡ
ଜଙ୍ଗଲ ଜମି ଅଧିକାର ପାଇଁ ପୋଡ଼ିଦେଲେ ଘର । ଶହ ଶହ ଏକର ମକା ଚାଷ ପୋଡି ପାଉଁଶ । କାନ୍ଧ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । କାହାର ଘର ଜଳିଗଲା ତ ଆଉ କାହାର ବର୍ଷକର ପରିଶ୍ରମ ନିଆଁ ଆଁରେ ଚାଲିଗଲା ।
#nabrangpur #forestland #CornCultivation #burned #Housesburned #ForestDepartment #Odisha #ArgusNews