ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଏବେ ମଧ୍ୟ ଅନେକ ଉପାନ୍ତ ଅଞ୍ଚଳରେ ବିକାଶ ପହଞ୍ଚି ପାରି ନଥିବା ବେଳେ ବିକାଶର ବାଟ ଚାହିଁ ବସିଛନ୍ତି ଲୋକେ l ଗ୍ରାମବାସୀଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ପାଲଟି ଥିବାବେଳେ ରାସ୍ତାର ଅବସ୍ଥା ହୋଇଛି ଦୁରାବସ୍ଥା l
#DurgamaOdisha #RoadProblem #electricityproblem #PublicIssue #Nabrangpur #Jharigam #Odisha #ArgusNews