ରିଏଲଇଷ୍ଟେଟ ମାଲିକଙ୍କ କବ୍ଜାରେ ସରକାରୀ ସମ୍ପତ୍ତି,ଚାଷୀଙ୍କ ଜମିକୁ ପାଣି ଯୋଗାଉଥିବା ଜଳସେଚନ ବିଭାଗର କାଡା ନାଳକୁ ଭାଙ୍ଗି ଅନଗ୍ରାଧିକାର ଭାବେ ମାଡି ବସିଛନ୍ତି ରିଏଲଷ୍ଟେଟ ମାଲିକ । ଚାଷୀଙ୍କ ପାଇଁ ଚିନ୍ତା ଅଛି, ନା ପ୍ରଶାସନକୁ ଭୟ । ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା କାରଣରୁ ଜମି ମାଫିଆଙ୍କ ଲାଭଖୋର ମନବୃତି ଦିନକୁ ଦିନ ବଢ଼ିବାରେ ଲାଗିଛି ।
#ArgusNews #Nabrangpur #LandMafia #PublicIssue #FarmersProblem #Odisha