ନବରଙ୍ଗପୁର ଜିଲ୍ଲା ଝରିଗାଁ କାନାକୋଟ ପଞ୍ଚାୟତ ବେନ୍ଦ୍ରାଛାପର ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାରେ ଚାଲିଛି ଶିକ୍ଷାଦାନ । ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ବିଦ୍ୟାଳୟରେ ପାଠପଢା ଚାଲୁଥିବା ବେଳେ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ବିଦ୍ୟାଳୟ ଗୃହ ।
#Nabrangpur #SchoolProblem #StudentsIssue #5tschool #Odisha #ArgusNews