#ଗଞ୍ଜାମରେ_ନଗଡା
ଗଞ୍ଜାମରେ ଶିଶୁଙ୍କୁ ମିଳୁ ନାହିଁ ପୁଷ୍ଟିକର ଖାଦ୍ୟ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରେକର୍ଡ଼ କହୁଛି, କେବଳ ଗଞ୍ଜାମ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ବସ୍ତି ଓ ଦୁର୍ଗମ ଇଲାକାରେ ରହୁଥିବା ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି । ତେବେ କେମିତି ରହିଛି ଦୁର୍ଗମ ଅଞ୍ଚଳରେ ଶିଶୁଙ୍କ ଅବସ୍ଥା, କେତେ ଅଭାବ ଅନଟନ ଭିତରେ ଜିଲ୍ଲାର ଶିଶୁ ।
#Ganjam #child #apoprusti #desises #Odisha #ArgusNews