ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ଅଛି ପ୍ରାକୃତିକ ସୁନ୍ଦରତାରେ ଭରପୁର ଭୀମପାହାଡ । କିନ୍ତୁ ପର୍ଯ୍ୟଟନ ସ୍ଥଳ ଭାବେ ଏହାର ଉଚିତ ବିକାଶ ହୋଇପାରି ନାହିଁ । ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର
#Assembly #Questionhour #NarasinghMishra #BhimaPahada #ArgusNews