ନରସିଂହପୁରରେ ଚୋର ଧରିବାକୁ ଗାଁ ଦାଣ୍ଡରେ ବୁଲିଲା ଖଟ !
ଗାଁ ଦାଣ୍ଡରେ କଳାଯାଦୁର ଖେଳ । ଏ ଘରୁ ସେ ଘରକୁ ବୁଲିଥିଲା ତାନ୍ତ୍ରିକର ଖଟ । ଚାଲି ଥିଲା ଅବିଦ୍ୟାର ରାଜୁତି । ଆଉ ଏପଟେ ସେହି କଳା ବିଦ୍ୟାର କରାମତି ଦେଖିବା ପାଇଁ ଛୁଟିଥିଲା ଶହ ଶହ ଲୋକଙ୍କ ସୁଅ । ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୋର ଧରିବାକୁ ଲୋକେ ଗାଁରେ ବୁଲାଇଲେ ଖଟ
#ArgusNews #Cuttack #Narasinghpur #blindbelieve #Odisha