୩୩ ବର୍ଷ ହେଲା ସେ ସାଜିଛନ୍ତି ଜଙ୍ଗଲର ପ୍ରହରୀ । ଦିନରାତି ଏକା କରି ମାଗଣାରେ ଜଙ୍ଗଲ ଜଗିଛନ୍ତି କଳାହାଣ୍ଡି ନର୍ଲା ବ୍ଲକ ତିଲେଇମାଳ ଗାଁର ନରେନ୍ଦ୍ର ନାଗ । ଗଛ ପାଇଁ ସଂସାରକୁ ପଛ କରିଥିବା ନରେନ୍ଦ୍ର ସ୍ଥାନୀୟ ଅଂଚଳରେ ନରେନ୍ଦ୍ର ବାବା ନାଁରେ ପରିଚିତ ।ତାଙ୍କରି ଯୋଗୁଁ କଳାହାଣ୍ଡି ଉତ୍ତର ବନଖଣ୍ଡର ନାଙ୍ଗୁଲୁଗୁଡା ଜଙ୍ଗଲର ଘଂଚତା ଓ ସବୁଜିମା ଦେଖିବାକୁ ମିଳୁଛି ।
#NarendraBaba #Kalahandi #forest #trees #forestprotection #greenery #GoodNews #ArgusNews